ଭଲ ରାସ୍ତାକୁ ତାଡ଼ି ଦେଲେ : ୩ ମାସ ହେଲା ସରୁନି ୧ କି‌ମି ରାସ୍ତା

ହନ୍ତସନ୍ତ ଅଞ୍ଚଳବାସୀ, ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ବାରଙ୍ଗ: ବାରଙ୍ଗ ବ୍ଲକ୍‌ଗଡ଼ାଠାରୁ ଶ୍ରୀବନ୍ତପୁର ଗାଁ ପର୍ଯ୍ୟନ୍ତ ପୁରୀ ମୁଖ୍ୟ କେନାଲ ବନ୍ଧର ପ୍ରାୟ ୧ କିଲୋମିଟର ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ସରିବାର ନାଁ ଧରୁନି। ଭଲ ଥିବା ଏହି ପିଚୁ ରାସ୍ତାକୁ ୩ ମାସ ତଳେ ଠିକାଦାର ଜେସିବି ଲଗାଇ ତାଡ଼ି ଦେଇଥିଲେ। ତା’ ପରଠାରୁ ମାସେ ପର୍ଯ୍ୟନ୍ତ ଆଉ କାହାରି ଦେଖା ମିଳିନଥିଲା। ଏଥିଯୋଗୁଁ ଅଞ୍ଚଳବାସୀ ଯାତାୟାତରେ … Continue reading ଭଲ ରାସ୍ତାକୁ ତାଡ଼ି ଦେଲେ : ୩ ମାସ ହେଲା ସରୁନି ୧ କି‌ମି ରାସ୍ତା